A002 Student Instruction
*वैद्य विद्यार्थियों के लिए दिशा-निर्देश*
👉 कक्षा में उचित पोशाक पहनकर आएं।
👉 जब तक आपको अनम्यूट करके बोलने के लिए न कहा जाए, तब तक अपना माइक म्यूट रखें।
👉 Google मीट लिंक किसी को भी साझा न करें।
👉 एक समय में दो मोबाइल या सिस्टम कनेक्ट न करें।
👉 आपको रात 8:30 बजे के बाद कक्षा में प्रवेश नहीं दिया जाएगा।
👉 किसी भी शट डाउन से बचने के लिए अपने मोबाइल या सिस्टम को पूरी तरह चार्ज रखें।
👉 ऐसी कक्षा में उपस्थित हों, जहाँ आपके पास अच्छी इंटरनेट रेंज या पहुँच हो।
👉 यदि आप मोबाइल के माध्यम से जुड़े हैं, तो किसी भी आने वाली कॉल को अटेंड न करें। किसी भी आपात स्थिति में आप कॉल अटेंड कर सकते हैं।
👉 जो छात्र प्रश्न पूछ रहा हो या कुछ उत्तर दे रहा हो, उसे परेशान न करें। एक छात्र के रुकने के बाद आप पूछ सकते हैं और उस पल का इंतज़ार कर सकते हैं।
👉 आपको असाइनमेंट जमा करना होगा। उस दिन की कक्षा से आपने जो कुछ भी समझा है, उसे ऑनलाइन वैद्य पाठशाला यूट्यूब चैनल पर अपलोड किए गए वीडियो के कमेंट बॉक्स में लिखना है।
* ବୈଦ୍ୟ ବିଦ୍ୟାର୍ଥୀମାନଙ୍କ ପାଇଁ ନିର୍ଦ୍ଦେଶାବଳୀ *
👉 ସଠିକ୍ ପରିଧାନରେ ଶ୍ରେଣୀକୁ ଆସବେ l
👉 ସବୁବେଳେ ମାଇକକୁ ମ୍ୟୁଟ୍ ରଖିବେ, ଯେପର୍ଯ୍ୟନ୍ତ ଆପଣଙ୍କୁ କହିବା ପାଇଁ କୁହାଯାଇ ନାହିଁ l
👉 ଗୁଗୁଲ୍ ମିଟ୍ ର ଲିଙ୍କ୍ କାହା ସହିତ ଅଂଶୀଦାର କରନ୍ତୁ ନାହିଁ l
👉 ଏକ ସମୟରେ ଦୁଇଟି ମୋବାଇଲ୍ କିମ୍ବା ସିଷ୍ଟମ୍ ସଂଯୋଗ କରନ୍ତୁ ନାହିଁ l
👉 8:30 PM ପରେ ତୁମେ ଶ୍ରେଣୀରେ ପ୍ରବେଶ କରିପାରିବ ନାହିଁ ତେଣୁ ସବୁବେଳେ ଧ୍ୟାନ ଦେବେ ଶୀଘ୍ର join ହେବା ପାଇଁ l
👉 ମୋବାଇଲ ଫୋନ ସ୍ବିଚ ଅଫ ବା ବନ୍ଦ ଭଳି ସମସ୍ୟାକୁ ଏଡାଇବା ପାଇଁ ଆପଣଙ୍କର ମୋବାଇଲ୍ କିମ୍ବା ସିଷ୍ଟମକୁ ସମ୍ପୂର୍ଣ୍ଣ ଚାର୍ଜ ରଖି କ୍ଲାସରେ ଯୋଗ ଦେବେ l
👉 ଯେଉଁଠାରେ ଆପଣ ଏକ ଭଲ ଇଣ୍ଟରନେଟ୍ ପରିସର କିମ୍ବା ଆକ୍ସେସ୍ ପାଉଛନ୍ତି ସେଇ ସ୍ଥାନରେ ବା ସେହି ଶ୍ରେଣୀରେ ଯୋଗ ଦିଅନ୍ତୁ l
👉 ଯଦି ଆପଣ ମୋବାଇଲ୍ ମାଧ୍ୟମରେ ସଂଯୁକ୍ତ ଅଟନ୍ତି ତେବେ ଯଦି କୌଣସି ଫୋନ କଲ ଆସୁଥାଏ ତାକୁ କାଟି ଦେବେ ବା ଅତି ଜରୁରୀ ନ ପଡିଲେ ଉଠେଇବେ ନାହିଁ l
👉 ଯଦି କୌଣସି ବିଦ୍ୟାର୍ଥୀ ପ୍ରଶ୍ନ କରୁଛି ବା ଉତ୍ତର ଦେଉଥାଏ ତାକୁ ସ୍ପିକର ଅନ କରି ଦିଷ୍ଟପ କରିବେ ନାହିଁ l ଆପଣ ଧୈର୍ଯ୍ୟ ର ସହିତ ଅପେକ୍ଷା କରିବେ ଏବଂ ବିଦ୍ୟାର୍ଥୀଙ୍କ କହିବା ପରେ ଆପଣ କହି ପାରିବେ l
👉 ପ୍ରତିଦିନ ଯେଉଁ କ୍ଲାସ ବା ପ୍ରାକ୍ଟିକାଲ ହେବ ତାର ସାରାଂଶ ଆପଣ ଯାହା ବୁଝିଲେ ତାକୁ online ବୈଦ୍ୟ ପାଠଶାଳା ୟୁଟ୍ୟୁବ ଚେନେଲର ସେଇ ଭିଡ଼ିଓ ର କମେଣ୍ଟ ବକ୍ସ ତଳେ ଲେଖିବେ ଏହା ଆପଣଙ୍କ ଅସାଇନମେଣ୍ଟ ଅଟେ l

.
Comments
Post a Comment