A009 ଷଷ୍ଠ ପ୍ରକାରର ସ୍ବାଦ ରସ

 ଷଷ୍ଠ ପ୍ରକାରର ସ୍ବାଦ ରସ


ଆୟୁର୍ବେଦ ଅନୁସାରେ 6 ପ୍ରକାରର ସ୍ବାଦ ର ପରିଚୟ ମିଳିଛି । ଯାହାର ଆଧାରରେ ସମସ୍ତ ଖାଦ୍ୟ-ପଦାର୍ଥ ମାନଙ୍କୁ ବର୍ଗୀକରଣ କରିପାରିବା :- ମଧୁର (ମିଠା) ସ୍ଵାଦ ଦେୟୁ ଥିବା ପଦାର୍ଥ ଗୁଡ଼ିକ । 

ଆମ୍ବିଳା (ଖଟ୍ଟା) ସ୍ଵାଦ ଦେୟୁ ଥିବା ପଦାର୍ଥ ଗୁଡ଼ିକ । 

ଲୁଣିଆ (ନମକ) ସ୍ଵାଦ ଦେୟୁ ଥିବା ପଦାର୍ଥ ଗୁଡ଼ିକ ।

ତିକ୍ତ (କାଢ଼ା) ସ୍ଵାଦ ଦେୟୁ ଥିବା ପଦାର୍ଥ ଗୁଡ଼ିକ ।

କଟୁ (ତିଖା/ପିତା) ସ୍ଵାଦ ଦେୟୁ ଥିବା ପଦାର୍ଥ ଗୁଡ଼ିକ । ଏବଂ 

କଷାୟ (କଷି) ସ୍ଵାଦ ଦେୟୁ ଥିବା ପଦାର୍ଥ ଗୁଡ଼ିକ । 


ମୌଳିକ ସ୍ବାଦ ର କ୍ରମିକ ସଂରଚନା

1. ମଧୁର (ପୃଥିବୀ + ଜଳ ମହାଭୂତ )

2. ଆମ୍ବିଳା (ପୃଥିବୀ + ଅଗ୍ନି ମହାଭୂତ)

3. ଲୁଣିଆ (ଜଳ + ଅଗ୍ନି ମହାଭୂତ)

4. ତିକ୍ତ (ଅଗ୍ନି + ବାୟୁ ମହାଭୂତ)

5. ପିତା ( ବାୟୁ +  ଅନ୍ତରୀକ୍ଷ ମହାଭୂତ)

6. କଷାୟ (ବାୟୁ + ପୃଥିବୀ ମହାଭୂତ)


ମଧୁର ସ୍ବାଦ ର ଗୁଣ : ଓଜନିଆ, ଓଦାଲିଆ, ଗୁଣ୍ଡ କରିହେବ, ପୌଷ୍ଟିକ ଏବଂ ଥଣ୍ଡା ଯୁକ୍ତ । ଉଦାହରଣ : ମିଠା ଖାଦ୍ୟ ପଦାର୍ଥ 

ଦୁଧ ଏବଂ ଦୁଧରୁ ତିଆରି ଉତ୍ପାଦ (ଯେମିତି ଲହୁଣୀ, ଘିଅ, କ୍ରିମ) 

ଅଧିକାଂଶ ଅର୍ଣ୍ଣ (ଗହମ, ମକ୍କା, ଜବ) 

ଫଳିଆଁ (ସେମି, କାନ୍ଦୁଲ, ଡାଲି, ମୁଙ୍ଗ) 

ମିଠା ଫଲ (କଦଳୀ, ଖଜୁର, ଅଞ୍ଜିର, ଆମ, ଖରବୁଜ)

କନ୍ଦା ଜାତୀୟ (ଗାଜର, ସକରକନ୍ଦ, ଚୁକନ୍ଦର୍) 

ସୁଖା ଫଲ/ମଞ୍ଜି (ନଡ଼ିଆ, ବାଦାମ, କାଜୁ,  କଖାର ବିହନ)


ମଧୁର ସ୍ବାଦ ର କ୍ରିୟା : ଶରୀରରେ ଭାରିପଣ, ଓଦାଲିଆ, ଓଜନ ବଢିବା, ଶରୀରର ସାତ ମହତ୍ତ୍ୱପୂର୍ଣ୍ଣ ଉତ୍ତକ ମାନଙ୍କ ନିର୍ମାଣ ପାଇଁ ଅତ୍ୟନ୍ତ ଉପଯୁକ୍ତ ଯେମିତିକି ପ୍ଲାଜମା, ରକ୍ତ, ବସା, ମାଂସପେଶୀ, ହାଡ଼, ମଜ୍ଜା ଏବଂ ପ୍ରଜନନ ଦ୍ରବ୍ଯ । 

ଲାର ବଢାଏ । 

ସ୍ଲେଷ୍ମା ଝିଲ୍ଲି ଏବଂ ଜଲା ପୋଡ଼ା କୁ ଶାନ୍ତ କରେ । ଶୋଷ ମେଣ୍ଟାଇ ଥାଏ । 

ଚର୍ମ, ବାଲ ଏବଂ ସ୍ୱର ଉପରେ ଲାଭକରି ପ୍ରଭାବ ପକାଇ ଥାଏ ।


ଆମ୍ବିଲା ସ୍ୱାଦ ର ଗୁଣ : ସ୍ୱଭାବରେ ଗରମ, ହାଲୁକା, ଓଦାଲିଆ । ଉଦାହରଣ : ଖଟା ଫଲ (ଲେମ୍ବୁ, ଅଙ୍ଗୁର, କଞ୍ଚା କିସମିସ, ପାତଳ ଘଣ୍ଟା) 

ଖଟ୍ଟା ଦୁଧରେ ତିଆରି ଉତ୍ପାଦ ଦହି, ପନିର, ଖଟା କ୍ରିମ) 

କିନ୍ଵିତ ପଦାର୍ଥ ମଦ, ସିର୍କା, ଆଚାର, ସୋୟା ସସ୍, ଟମାଟର, ବସି ବ୍ରେଡ)


ଆମ୍ବିଲା ସ୍ୱାଦ ର କ୍ରିୟା : ପାଚନ କ୍ରିୟା କୁ ଉତ୍ତେଜିତ କରେ । ରକ୍ତ ସଞ୍ଚାଳନ ଏବଂ ଉଷର୍ଜନ ପାଇଁ ସାହାଯ୍ୟ କରେ । ଶରୀର କୁ ଉର୍ଜ ପ୍ରଦାନ କରେ । ହୃଦୟ କୁ ମଜଭୁତ କରେ । ସୋଷ ମେଣ୍ଟାଏ । ଇନ୍ଦ୍ରିୟ ମାନଙ୍କୁ ପ୍ରଖର କରେ । 

ରକ୍ତ ଧାତୁ ପାଇଁ ଆଦ୍ୟୋ ଠିକ୍ ନୁହେଁ ।


ଲୁଣିଆ ସ୍ବାଦ ର ଗୁଣ : ସ୍ଵଭାବ ରେ ଗରମ, ଓଜନିଆ ଏବଂ ଓଦଳୀୟା । ଉଦାହରଣ: ଯେକୌଣସି ଲୁଣ ଯେମିତି ସମୁଦ୍ର ଗୋଟା ଲୁଣ, ସୈନ୍ଧବ ଲବଣ ।

ସମୁଦ୍ରୀ ଶାଗ କେଲ୍ପ, ସମୂଦ୍ରୀ ସୈବାଲ ।

ଅଧିକା ଲୁଣ ଯୁକ୍ତ ଖାଦ୍ୟ ପଦାର୍ଥ ଚିପ୍ସ, ଆଚାର, ନଟସ ।


ଲୁଣିଆ ସ୍ବାଦ ର କ୍ରିୟା : ପାଣିକୁ ସନ୍ତୁଳନ ରଖିବାର ଗୁଣ ।

ଭୋଜନ ର ସ୍ବାଦ ବଢେଇ ଥାଏ । 

ପାଚନ ଶକ୍ତିରେ ସୁଧାର କରେ ।

ଉତ୍ତକ ଅର୍ଥ ସପ୍ତ ଧାତୁ କୁ ଚିକନା କରିଥାଏ । 

ସ୍ଲେଶ୍ମା ଝିଲ୍ଲୀ କୁ ଦ୍ରବିଭୁତ କରିଥାଏ ।

ଖଣିଜ ପଦାର୍ଥମାନଙ୍କର ସନ୍ତୁଳନ ରକ୍ଷା କରେ ।

ଅପଶିଷ୍ଟ କୁ ବାହାର କରିବାରେ ସାହାଯ୍ୟ କରେ ।

ତନ୍ତ୍ରିକା କୁ ଶାନ୍ତ କରେ ।

ପାଣି କୁ ଆକର୍ଷିତ କରୁଥିବା ପ୍ରାକୃତିକ କାରଣ ଯୋଗୁଁ ତ୍ଵଚା ର ଚମକକୁ ସୁଧାର କରେ । ଏବଂ ଶରୀରର ସମଗ୍ର ବିକାଶ କୁ ବୃଦ୍ଧି କରେ ।


ତିକ୍ତ ସ୍ବାଦ ର ଗୁଣ : ଗରମ, ଶୁଖିଲା ଏବଂ  ହାଲୁକା । ଏହା ସମସ୍ତ 6 ପ୍ରକାରର ସ୍ବାଦ ରୁ ଅଧିକ ତିଖା ବା ତିକ୍ତ ଅଟେ । ଉଦାହରଣ : ଶାଗ ମରିଚ, ରସୁଣ, ଉଇଲ  । ମସଲା କଲା ମରିଚ, ଅଦା, ସୋରିଷ, ଲବଙ୍ଗ, ଲାଲ ମରିଚ ।

 

ତିକ୍ତ ସ୍ବାଦ ର କ୍ରିୟା : ଅଳ୍ପ ମାତ୍ର ର ତିକ୍ତ ସ୍ବାଦ ପାଚନ ଶକ୍ତି କୁ ଉତ୍ତେଜିତ କରେ । 

ସାଇନସ୍ କୁ ସଫା କରେ ।

ଝାଳ ଏବଂ ବିଷ ଶୋଷଣ କ୍ରିୟା କୁ ବଢାଏ । 

ଗ୍ୟାସ କୁ ଦୂର କରେ । 

ରକ୍ତ ସଞ୍ଚାଳନ କ୍ରିୟା ରେ ସହାୟତା କରେ ।

ସବୁଠୁ ଭଲ ଡୀବମିର୍ଗ କରେ ।

ପାଚନ ରେ ସୁଧାର ଆଣେ ।

ମାଂସ ପେଶୀ ମାନଙ୍କ ବେଦନା କୁ ଉପଶମ ଦେଇଥାଏ ।


ପିତା ସ୍ବାଦ ର ଗୁଣ : ସ୍ଵଭାବ ରେ ହାଲୁକା, ଥଣ୍ଡା ଏବଂ ଶୁଖିଲା । ଉଦାହରଣ : ସବୁଜ ପତ୍ର ଯୁକ୍ତ ଶାଗ ଯେମିତି ପାଲକ୍, ସବୁଜ କୋବି । ଶାଗ ତୋରି, ବାଇଗଣ, କରଲା । ଜଡ଼ି-ବୁଟି ଏବଂ ମସଲା ଯେମିତିକି ହଳଦୀ, ମେଥି, ଲିମ୍ବ, ସିହପର୍ଣି ଚେର । ଚାୟ, କଫି । ଫଲ ରେ ଜେତୁନ, ସିହପର୍ଣି, ବାଇଗଣ ଏବଂ କରଲା ।


ପିତା ସ୍ବାଦ ର କ୍ରିୟା : ଭୋକ କୁ ବଢାଏ । ଏବଂ ଅନ୍ୟ ସ୍ବାଦ ର ସ୍ବାଦ କୁ ବାହାର କରେ । 

ଶକ୍ତିଶାଳୀ ବିସହରଣ ଏଜେଣ୍ଟ , ଆଣ୍ଟିବାୟୋଟିକ୍, ଅନ୍ତିପେରସେତିକ, ଅନ୍ତିସେପ୍ତିକ ଗୁଣ । 

ଓଜେନ କାମ କରେ । ପାଣି ପ୍ରତିଧରଣ, ତ୍ଵଚ ରେ ଚକ୍ତ୍ତେ, ଜ୍ଵର, ଜଳନ ରେ ସାହାଯ୍ୟ କରେ । 

କୋଲେଗଙ୍ଗ, ରକ୍ତ ଶୋଧକ୍ ।


କଷାୟ ସ୍ବାଦ ର ଗୁଣ : ଶୁଖା, ଥଣ୍ଡା ଏବଂ ଓଜନିଆ । ଉଦାହରଣ : ଫଳୀୟା ସେମି ଏବଂ ଡାଲି । ଫଲ କ୍ରେନବେରି, ନାସପାତି, ଡାଳିମ୍ବ ଏବଂ ଶୁଖା ମେବା ।

ଶାଗ ବ୍ରୋକଳି, ଗାଜର, ଫୁଲଗୋବି, ଶତାବରୀ, ସଲଜମ୍, ଅଲ୍ଫାଲ୍ଫା ।

ଅର୍ଣ୍ଣ ରାଇ । 

ମସଲା ଏବଂ ଜଡି-ବୁଟୀ ହଲଦୀ ।

କଫି ଅବଂ ଚାୟେ ।


କଷାୟ ସ୍ବାଦ ର କାର୍ଯ୍ୟ : ଶରୀରରେ ଥଣ୍ଡା ପ୍ରଭାବ ମିଠା ସ୍ବାଦ । 

ମୁଁହରେ ସିକୁଡନ ର ଅନୁଭବ ଯେମିତି କ୍ରେନବେରି, ବା ଶୁଖିଲା ଚେହେରା ।

ଚାକ ପରି ଅନୁଭବ (ଯେମିତି କି ସେମି) ଉତ୍ପନ୍ନ କରେ । 

ରକ୍ତ ସ୍ରାବ କୁ ସ୍ତମ୍ବିତ୍ କରେ । ମୂତ୍ର ଏବଂ ଝାଳ କୁ କମ କରେ ।


.







आयुर्वेद में 6 स्वादों की पहचान की गई है, जिनके आधार पर सभी खाद्य पदार्थों को वर्गीकृत किया जा सकता है: मधुरा (मीठा), आंवला (खट्टा), लवण (नमकीन), तिक्त (कड़वा), कटु (तीखा), और कषाय (कसैला)।


क्रमांक स्वाद मौलिक संरचना
1 मीठी पृथ्वी+पानी
2 खट्टी पृथ्वी+अग्नि
3 नमकीन जल+अग्नि
4 तीखी अग्नि+वायु
5 कड़वी वायु+अंतरिक्ष
6 कसैला वायु+पृथ्वी

विस्तृत विवरण:

मीठा स्वाद:

मौलिक संरचना:

पानी और पृथ्वी
गुण:

भारी, नम, ग्राउंडिंग, पौष्टिक और ठंडा करने वाला।
उदाहरण:

मीठे खाद्य पदार्थ
दूध और दूध से बने उत्पाद (जैसे मक्खन, घी और क्रीम)
अधिकांश अनाज (खासकर गेहूँ, चावल, मक्का और जौ)
कई फलियाँ (जैसे बीन्स, काला चना, हरा चना और दाल)
मीठे फल (जैसे केला, अंजीर, खजूर, खरबूजा और आम)
कुछ पकी हुई सब्जियाँ (जैसे गाजर, शकरकंद और चुकंदर).
मेवे (नारियल, कद्दू के बीज, बादाम, काजू)
क्रिया:

शरीर में भार, नमी और वजन बढ़ाना.
शरीर के सात महत्वपूर्ण ऊतकों (धातु जैसे प्लाज्मा, रक्त, वसा, मांसपेशियाँ, हड्डियाँ, मज्जा और प्रजनन द्रव) के निर्माण के लिए उत्कृष्ट.
लार बढ़ाना.
श्लेष्मा झिल्ली और जलन को शांत करता है.
प्यास से राहत देता है.
त्वचा, बाल और आवाज़ पर लाभकारी प्रभाव.
खट्टा स्वाद

तत्व संरचना:

पृथ्वी और अग्नि

गुण:

स्वभाव से गर्म, हल्का और नम.

उदाहरण:

खट्टे फल (जैसे नींबू, अंगूर, कच्ची किशमिश, टमाटर और नीबू)
खट्टे दूध से बने उत्पाद (जैसे दही, पनीर और खट्टी क्रीम)
किण्वित पदार्थ (जिसमें वाइन, किण्वित ब्रेड, सिरका, अचार और सोया सॉस शामिल हैं).
टमाटर.
क्रिया:

पाचन को उत्तेजित करता है,
रक्त संचार और उत्सर्जन में मदद करता है
शरीर को ऊर्जा देता है
हृदय को मजबूत करता है
प्यास से राहत देता है
इंद्रियों को तेज करता है
रक्त धातु (रक्त) के लिए अच्छा नहीं

नमकीन स्वाद

तत्व संरचना:

अग्नि और जल
गुण:

स्वभाव से गर्म, भारी और नम.
उदाहरण:

कोई भी नमक (जैसे समुद्री नमक और सेंधा नमक)
समुद्री सब्जियाँ (जैसे समुद्री शैवाल और केल्प)
अतिरिक्त नमक वाले खाद्य पदार्थ (जैसे नट्स, चिप्स और अचार).
क्रिया:

पानी को बनाए रखने की गुणवत्ता.
भोजन का स्वाद बेहतर बनाता है
पाचन में सुधार करता है
ऊतकों को चिकना बनाता है
श्लेष्म झिल्ली को द्रवीभूत करता है
खनिज संतुलन बनाए रखता है
अपशिष्टों को निकालने में सहायता करता है
तंत्रिकाओं को शांत करता है।
पानी को आकर्षित करने की अपनी प्रवृत्ति के कारण, यह त्वचा की चमक में भी सुधार करता है और शरीर में समग्र विकास को बढ़ावा देता है।

तीखा स्वाद

तत्व संरचना:

अग्नि और वायु
गुण:

गर्म, शुष्क और हल्का। यह सभी 6 स्वादों में सबसे तीखा है
उदाहरण:

सब्जियाँ (जैसे मिर्च, लहसुन और प्याज)
मसाले (जैसे काली मिर्च, अदरक, सरसों, लौंग और लाल मिर्च)।
क्रिया:

थोड़ी मात्रा में, तीखा स्वाद पाचन को उत्तेजित करता है
साइनस को साफ करता है
पसीना और विषहरण को बढ़ावा देता है
गैस को दूर करता है
रक्त परिसंचरण में सहायता करता है
सबसे अच्छा डीवर्मिंग करता है
चयापचय में सुधार करता है
मांसपेशियों के दर्द से राहत देता है।

कड़वा स्वाद

तत्व संरचना:

वायु और ईथर
गुण:

स्वभाव से हल्का, ठंडा और शुष्क।
उदाहरण:

हरी पत्तेदार सब्जियाँ (जैसे पालक, और हरी गोभी)
सब्जियाँ (तोरी और बैंगन, करेला सहित)
जड़ी-बूटियाँ और मसाले (जैसे हल्दी, मेथी, नीम और सिंहपर्णी जड़)
कॉफी, चाय
फल (जैतून, सिंहपर्णी, बैंगन और करेला)।
क्रिया:

यह भूख को उत्तेजित करता है और
अन्य स्वादों के स्वाद को बाहर लाने में मदद करता है
शक्तिशाली विषहरण एजेंट
एंटीबायोटिक, एंटी-पैरासिटिक और एंटीसेप्टिक गुण
वजन कम करने, पानी प्रतिधारण, त्वचा पर चकत्ते, बुखार, जलन और मतली में मदद करता है।
कोलेगॉग
रक्त शोधक।

कसैला स्वाद

तत्व संरचना:

वायु और पृथ्वी
गुण

सूखा, ठंडा और भारी
उदाहरण:

फलियां (जैसे बीन्स और दाल)

फल (जिसमें क्रैनबेरी, अनार, नाशपाती और सूखे मेवे शामिल हैं)

सब्जियां (जैसे, ब्रोकोली, अल्फाल्फा, गाजर, फूलगोभी, शतावरी और शलजम)

अनाज (जैसे राई, एक प्रकार का अनाज)

मसाले और जड़ी-बूटियाँ (हल्दी सहित)

कॉफी और चाय।
क्रिया:

शरीर पर ठंडा प्रभाव मीठा स्वाद
मुंह में सिकुड़न की अनुभूति (जैसे क्रैनबेरी) या सूखा, चाक जैसा एहसास (जैसे कई बीन्स) पैदा करता है।
रक्तस्राव को रोकता है
मूत्र और पसीना कम करता है।


Comments

Popular posts from this blog

A001 1st Month Syllabus

ଡାକ୍ତରଙ୍କୁ ଦେଖା କରିବା ପୂର୍ବରୁ ଦୟାକରି ଏହାକୁ ଥରେ ପଢନ୍ତୁ...

A005 ପଞ୍ଚ ମହାଭୂତ ବିଜ୍ଞାନ କହିଲେ କ'ଣ ବୁଝିବା ?